ପୋଖରୀ ରେ ବୁଡି ନାବାଳିକା ମୃତ

ପୋଖରୀ ରେ ବୁଡି ନାବାଳିକା ମୃତ

0 0
Read Time:1 Minute, 5 Second

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ସିଙ୍ଗିପୁର ପଞ୍ଚାୟତ ବଇଞ୍ଚପଲ୍ଲୀ ଗ୍ରାମର ଶିଶୁପାଳ ମୁନି ଙ୍କ ୧୨ ବର୍ଷ ର ଝିଅ ବର୍ଷା ମୁନି ଆଜି ସକାଳୁ ନିକଟ ପୋଖରୀ କୁ ଗାଧୋବାକୁ ଯାଇ ଆଉ ଫେରିନଥିଲେ l କିଛି ଘଣ୍ଟା ପରେ ପରିବାର ପକ୍ଷରୁ ଗ୍ରାମର ବିଭିନ୍ନ ସ୍ଥାନରେ ବର୍ଷା ଙ୍କୁ ଖୋଜା ଖୋଜି କରାଯାଇଥିବା ବେଳେ ଗ୍ରାମ ନିକଟ ପୋଖରୀରେ ସେ ଭାସୁଥୁବା ଦେଖୁବାକୁ ପାଇଥିଲେ ଲୋକେ l ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ବର୍ଷା ଙ୍କ ମୃତ୍ୟୁ କିଭଳି ହେଲା ତାହା ବର୍ତ୍ତମାନ ସନ୍ଦେହ ଘେର ରେ ରହିଥିବା ବେଳେ ପୋଲିସ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ ଚଳାଇଛି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍