ଓଡ୍ରା ଖଣ୍ଡାୟତ କାଳଞ୍ଜି ସମାଜ କେନ୍ଦ୍ର ପରିଷଦ,ଆସିକା ପକ୍ଷରୁ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ଉତ୍ସବ-୨୦୨୨ ଅନୁଷ୍ଠିତ

ଓଡ୍ରା ଖଣ୍ଡାୟତ କାଳଞ୍ଜି ସମାଜ କେନ୍ଦ୍ର ପରିଷଦ,ଆସିକା ପକ୍ଷରୁ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ଉତ୍ସବ-୨୦୨୨ ଅନୁଷ୍ଠିତ

0 0
Read Time:1 Minute, 6 Second

ଆସିକା ଖମ୍ବେଶ୍ୱରୀ ମନ୍ଦିର ପୀଠରେ ଓଡ୍ରା ଖଣ୍ଡାୟତ କାଳଞ୍ଜି ସମାଜ କେନ୍ଦ୍ର ପରିଷଦ,ଆସିକା ପକ୍ଷରୁ ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ଉତ୍ସବ-୨୦୨୨ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି,ସମ୍ମାନନୀୟ ଅତିଥି ଗଞ୍ଜାମ ଜିଲ୍ଲା ପରିଷଦ ଅଧକ୍ଷା ଅଞ୍ଜଳୀ ସ୍ୱାଇଁ,ଆସିକା ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ,କେନ୍ଦ୍ର କମିଟିର ମୁଖ୍ୟ ସଙ୍ଗଠକ ସତ୍ୟନାରାୟଣ ସ୍ୱାଇଁ ଯୋଗଦେଇଥିଲେ।ଏହି ସମ୍ବର୍ଦ୍ଧନା ଉତ୍ସବରେ ୧୪ଗୋଟି ତଲୁକା ତଥା ଅଞ୍ଚଳର ମେଟ୍ରିକ ଓ ଯୁକ୍ତ ଦୁଇ ରେ କୃତୀ ଛାତ୍ରଛାତ୍ରୀ ଛଅ ଶହରୁ ଉର୍ଦ୍ଧ୍ୱ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିଭଳି ଉକ୍ତ ସମାଜର ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍