ପୁର୍ବ ଶତ୍ରୁତାକୁ ଛୁରା ମାଡ

ପୁର୍ବ ଶତ୍ରୁତାକୁ ଛୁରା ମାଡ

0 0
Read Time:1 Minute, 10 Second

ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା  ପଞ୍ଚୁଆଣି  ନିକଟ ଆମ୍ବୁଆବାଡ଼ି   ନିକଟରେ  ଯୁବକ କୁ ଛୁରାମାଡ  l ଗୁରୁତର ଯୁବକ ହେଲେ ସମଇଗୁଡା ଗାଁ ର ବିଶ୍ୱନାଥ ଗୌଡ଼  l  ବିଶ୍ୱ ନାଥ ଓ ତାଙ୍କ ସମ୍ପକିୟ ଭାଇ ସହ ଏକ ବାଇକ ରେ ଶେରଗଡ଼ ଯାଉଥିବା ବେଳେ ପୁର୍ବ ଯୋଜନା କୁ ନେଇ ବିଶ୍ୱ ନାଥ ଓ ସମ୍ପ୍ରକିୟ ଭାଇ ଉପରେ  ଲଙ୍କା ଗୁଣ୍ଡ ପକାଇ ବିଶ୍ୱ ନାଥ ର ପେଟ କୁ ଛୁରାମାଡ଼ କରିଥିଲେ   l ଗୁରୁତର ବିଶ୍ୱନାଥ କୁ ଆସିକା ଓ ପରେ ବ୍ରହ୍ମପୁର  ମେଡିକାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇ ଥିବା ବେଳେ ଘଟଣା ସ୍ଥଳରେ ଆସିକା ପୋଲିସ ଓ ଶେରଗଡ଼ ପୋଲିସ ପଂହଁଚି ତଦନ୍ତ ଜାରି ରଖିଛି  ପୋଲିସ  l ଛୁରା ମାଡ଼ ର କାରଣ ଅସ୍ୱଷ୍ଟ ଥିବା ବେଳେ ପୁର୍ବ ଶତ୍ରୁତା କୁ ନେଇ ଛୁରା ମାଡ ହୋଇ ଥିବା ଜଣା ପଡିଛି  l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ ନ୍ୟୁଜ୍