ସ୍ୱାସ୍ଥ୍ୟ କଥା ….

ସ୍ୱାସ୍ଥ୍ୟ କଥା ….

0 0
Read Time:1 Minute, 37 Second

ଆପଣମାନେ ନିଶ୍ଚୟ ଜାଣିଥିବେ ଦେଶୀ ଗାଈ କ୍ଷୀରର ରଙ୍ଗ ସାମାନ୍ୟ ହଳଦିଆ ଦେଖାଯାଏ କାରଣ ଏଥିରେ କେରୋଟିନ ନାମକ ଏକ ଉପାଦାନ ଥାଏ ଯାହାକି ଅନ୍ୟ ପ୍ରାଣୀ କ୍ଷୀରରେ ଉପଲବ୍ଧ ନଥାଏ l ଦେଶୀ ଗାଈର କାନ୍ଧର ଶେଷ ଆଡକୁ ଗୋଟିଏ କୁଵଜ ଭଳିଆ ଚୂଳ ଉଠିଥାଏ ଇଂରାଜୀରେ ଏହାକୁ hump କହନ୍ତି l ଏହାର ବିଶେଷତ୍ୱ ହେଲା ଏହା ସୂର୍ଯ୍ୟରୁ ଆସୁଥିବା ଅତିବାଇଗଣୀ ରଶ୍ମି ଯାହାକି ଜୀବଜଗତ ପାଇଁ କ୍ଷତିକାରକ, ତାକୁ ନିଜ ପାଖକୁ ଟାଣିଆଣିଥାଏ l ଏହି କୁବଜ ତଳୁ ମେରୁଦଣ୍ଡ ଦେଇ ସୂର୍ଯ୍ୟ କେତୁ ନାଡୀ ଯାଇଥାଏ ଯାହାକି ସୂର୍ଯ୍ୟ ଓ ଚନ୍ଦ୍ରମା ତଥା ଅନ୍ୟ ତାରାମାନଙ୍କ ଠାରୁ ଦିନ ଓ ରାତ୍ରି ସମୟରେ ନାନା ପ୍ରକାରର ଆଲୋକ ରଶ୍ମି ଗ୍ରହଣ କରି ସେଥିରୁ ଏହି ହଳଦିଆ ରଙ୍ଗର ଏକ ସ୍ଵର୍ଣ ଭସ୍ମ ତିଆରି କରେ ଏବଂ ତାକୁ ନିଜର ଗୋମୂତ୍ର ଓ କ୍ଷୀରରେ ଛାଡ଼ିଥାଏ l ଏହି ସ୍ଵର୍ଣ ଭସ୍ମ ଆମ ଶରୀର ଭିତରକୁ ଗଲେ ଆମର ଭୋକ ବଢ଼େ ଏବଂ ଏହା ପାଚନ ତନ୍ତ୍ରକୁ ମଜବୁତ କରିଥାଏ l ଆପଣମାନେ ଜାଣନ୍ତି ଯାହାର ପାଚନ ତନ୍ତ୍ର ଠିକ ଥାଏ ତାର ଶରୀରରେ କୌଣସି ରୋଗ ରହେ ନାହିଁ l ଜର୍ସି ଗାଈ ପାଖରେ ଏହି ଗୁଣ ସବୁ ନାହିଁ ଓଲଟା ଏହା ଆମର ପାଚନ ତନ୍ତ୍ରର କାର୍ଯ୍ୟରେ ହସ୍ତକ୍ଷେପ କରିଥାଏ l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ୱାସ୍ଥ୍ୟ