ତା.୧୫.୦୪.୨୦୨୨ ରିଖ ଶୁକ୍ରବାର ଦିନ ରୟାଲ କ୍ରିକେଟ୍ ଆସୋସିଏସନ୍, ଦକ୍ଷବ୍ରହ୍ମପୁର, ତରଫରୁ ଦାନପୁର ହ୍ରଦ ପଡିଆରେ ଏକ ରାତ୍ରିକାଳୀନ ଗ୍ରାଉଣ୍ଡ ସଟ୍ ମ୍ୟାଚ ଅନୁଷ୍ଠିତ ହେଇଯାଇଛି,,,,, ଏଥିରେ ମୁଖ୍ୟ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜ କାନ୍ତ ସାହୁ , ତଥା ଦାନପୁର ପଞ୍ଚାୟତ ର ସରପଞ୍ଚ ମାନସୀ ତ୍ରିପାଠୀ , ପୂର୍ବତନ ସରପଞ୍ଚ ଓ ସମାଜସେବୀ ବାବୁଲି ନନା , ଚାନ୍ଦୋଳ ଫାଣ୍ଡି ଅଧିକାରୀ ସୋମ୍ୟରଞ୍ଜନ ପାଣିଗ୍ରାହୀ ସାର୍,KNS ର ପ୍ରତିଷ୍ଠାତା ସିବାଷିସ ମହାନ୍ତି, ଦାନପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବାପୁନି ନନା, ଦାନପୁର ପଞ୍ଚାୟତ ର ନାୟପ ସରପଞ୍ଚ ଯଦୁମଣି ଜେନା, ହରିୟଙ ପଞ୍ଚାୟତର ସରପଞ୍ଚ କାବୁ ଭାଇ ଓ ଚାନ୍ଦୋଳ ପଞ୍ଚାୟତର ସରପଞ୍ଚ ସୁର ଭାଇ , ଯୋଗ ଦେଇଥିଲେ,, ଏହା ସହିତ କେଶରପୁର ଗ୍ରାମର କଳ୍ପତରୁ ମହାନ୍ତି (ସୁରିଆ ଭାଇ ) ଙ୍କୁ ତାଙ୍କର ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା,
(ଗୋକୁଳ ଆଚାର୍ଯ୍ୟ )
କେନ୍ଦ୍ରାପଡ଼ା ଜିଲ୍ଲା ଦାନପୁର ସ୍ଥିତ ହ୍ରଦ ପଡିଆରେ ରୟାଲ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି !
Read Time:1 Minute, 18 Second

