ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପ୍ରଦାନ

0 0
Read Time:58 Second


ଧରାକୋଟ,10/9/26
ଶାରୀରିକ ଅସୁସ୍ଥତା ରେ ପୀଡିତ ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପାଇଁ ଯେଉଁ କେତେକ ମାଧ୍ୟମ ରହିଛି ସେଥି ମଧ୍ୟରୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଅନ୍ୟତମ । ଆଜି ଡାକ୍ତର ଙ୍କ ପରାମର୍ଶ କ୍ରମେ ନିଜର ଆଶୁ ଚିକିତ୍ସା ପାଇଁ ଆବେଦନ କରିଥିବା ଧରାକୋଟ ମଝି ସାହିର ଜଣେ ମହିଳା ପ୍ରମିଳା କୁମାର ନାୟକ ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଷାଠିଏ ହଜାର ଟଙ୍କାର ଆର୍ଥିକ ସହାୟତା ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ରାଜସ୍ୱ ନିରୀକ୍ଷକ ମନୋଜ ମାଝୀ, ନାଜିର ଦିବାକର ପାତ୍ର ଙ୍କ ଉପସ୍ଥିତିରେ ପ୍ରଦାନ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized