ବ୍ଲକ ସ୍ତରୀୟ ଅକ୍ଷିମୁଠି ଅନୁକୂଳ ତଥା କୃଷକ ଦିବସ ପାଳିତ 

ବ୍ଲକ ସ୍ତରୀୟ ଅକ୍ଷିମୁଠି ଅନୁକୂଳ ତଥା କୃଷକ ଦିବସ ପାଳିତ 

0 0
Read Time:1 Minute, 30 Second

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ଆସିକା ବ୍ଲକ କୃଷି ବିଭାଗ ତରଫରୁ ଚଢ଼େୟା ପଲ୍ଲୀ ପଂଚାୟତ ଅନ୍ତର୍ଗତ ତୁମ୍ବାଠେଙ୍ଗା ପଲ୍ଲୀ ଠାରେ ପବିତ୍ର ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳିତ ହେଇ ଯାଇଛି I ଉକ୍ତ କାର୍ଯ୍ୟକ୍ରମକୁ ଆସିକା କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧକ୍ଷ ଶ୍ରୀ ରାଜେଶ ପଟ୍ଟନାୟକ ଙ୍କ ଆବାହକତ୍ୱ ରେ ଆସିକା ସାଂସଦ ପ୍ରତିନିଧି ଶ୍ରୀ ସତ୍ୟନାରାୟଣ ସ୍ୱାଇଁ, ବିଜ୍ଞାପିତ ଅଞ୍ଚଳ ଉପାଧକ୍ଷI ଶ୍ରୀମତୀ ଜୟନ୍ତୀ ବିଷୋୟୀ, ତହସିଲଦାର ଶ୍ରୀ ସଞ୍ଜୟ କୁମାର ସାମନ୍ତରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଫକୀର ଚରଣ ପରିଡା, ବ୍ଲକ କୃଷି ଅଧିକାରୀ ଶ୍ରୀ ବାସୁଦେବ ସାହୁ,ସହକାରୀ କୃଷି ଅଧିକାରୀ ଶ୍ରୀମତୀ ଶୁଭ୍ରତା ମିଶ୍ର, ଚଢ଼େୟା ପଲ୍ଲୀ ସରପଞ୍ଚ ଜୟସେନ ସ୍ୱାଇଁ, ସମିତି ସଭ୍ୟ ପିତାମ୍ବର ଜେନା, କାଉଁସିଲର ମଦନ ମୋହନ ନାୟକ,କାଳଷଣ୍ଢପୁର ସରପଞ୍ଚ ଶ୍ରୀମତୀ ଜୟନ୍ତୀ ବେହେରା ଙ୍କ ସହ ବହୁ ଚାଷୀ ଉପସ୍ଥିତ ରହି ସରକାରଙ୍କ ଲୋକାଭିମୁଖୀ କୃଷକ ଙ୍କ ଯୋଜନା ଉପରେ ଆଲୋକ ପାତ କରିଥିଲେ I ଏହି କାର୍ଯ୍ୟକ୍ରମକୁ କୃଷି ବିଭାଗର ସମସ୍ତ କ୍ଷେତ୍ର କର୍ମଚାରୀ ସହଯୋଗ କରିଥିଲେ I

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories