ଢୁଢୁ ଖରାକୁ ଭୃକ୍ଷେପ ନାହିଁ:ପେଟପାଇଁ ମୂଲିଆ କରନ୍ତି କାର୍ଯ୍ୟ

ଢୁଢୁ ଖରାକୁ ଭୃକ୍ଷେପ ନାହିଁ:ପେଟପାଇଁ ମୂଲିଆ କରନ୍ତି କାର୍ଯ୍ୟ

0 0
Read Time:1 Minute, 32 Second

ପାରଦ ୪୦ ଡିଗ୍ରୀ ଟପିଲାଣି। ତଥାପି ଚାଷୀ ମୂଲିଆ ବିଲବାଡ଼ି,ନଦୀ ହୁଡ଼ା ,ବନ୍ଧ କାମରେ ବ୍ୟସ୍ତ।ଖରାକୁ ଭ୍ରୁକ୍ଷେପ ନକରି ଏମାନେ ବାଧ୍ୟ ହୁଅନ୍ତି କାର୍ଯ୍ୟ କରନ୍ତି ପେଟ ପାଟଣା ସକାଶେ ଜୀବନକୁ ବାଜି ଲଗାନ୍ତି ଢୁଢୁ ଖରାରେ କାର୍ଯ୍ୟ କରନ୍ତି।କାହିଁକିନା ଏବେ ମୂଲିଆ ମୁଲ ଅଧିକ ହେବା ଫଳରେ ମେସିନ ସାହାଯ୍ୟରେ ଲୋକେ କମ ଖର୍ଚ୍ଚରେ ବହୁତ ଆଦାୟ ପନ୍ଥା ହେବା ଏବଂ ଯେବେଠୁ ଏମ ଜି ଏନ ଆର ଜି ଏସ ଯୋଜନାରେ ମେସିନ ବ୍ୟବହାର ହୋଇଛି ସେବେଠାରୁ ଆଉ  ମଜୁରିଆଙ୍କୁ କାମ ମିଳୁନି।ତେଣୁ ଗରିବ ନିଃସହାୟ ଓ ଦିନ ମଜୁରିଆ  ପରିବାର ପ୍ରତିପୋଷଣ ପାଇଁ  କୌଣସି ସରକାରୀ କଟକଣା କିମ୍ବା ସତର୍କତା ଆଉ ମାନୁ ନାହାଁନ୍ତି।ସରକାର କହିଛନ୍ତି ଆବଶ୍ୟକ ନହେଲେ ଘରୁ ବହାରିବେନି।ସନଷ୍ଟୋକର ଭୟ ଯୋଗୁଁ ଏହା ପ୍ରତ୍ୟେକ ଲୋକଙ୍କ ପାଇଁ ସତର୍କତା ଗ୍ରହଣ କରିବାକୁ କୁହାଯାଇଛି ସତ ତଥାପି  ଦିନ ମଜୁରିଆ ଓ ଗରିବ ପାଇଁ କିଛି ଫରକ ହେଇନି।ଜୀବନକୁ ବାଜି ଲଗାଇବା ଭଳି ଏମିତି ଟାଇଁ ଟାଇଁ ଖରାରେ କାମ କରନ୍ତି ଭାଗ୍ୟକୁ ଆଦରି।ଏଭଳି ଦୃଶ୍ୟ ଆସିକା ବ୍ଲକ ପଢାଳ,ଗୁଡିସର,ତାରାସିଙ୍ଗି,ମଣ୍ଟପଡା,ହରଡାପଦର,ଜୟପୁର,କେନ୍ଦୁପଦର ଭଳି ଅନେକ ଅଂଚଳରେ ଦେଖିବାକୁ ମିଳିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ