ଧରାକୋଟ ରେ ସାମର୍ଥ୍ୟ ତାଲିମ ଶିବିର…………………………….

ଧରାକୋଟ ରେ ସାମର୍ଥ୍ୟ ତାଲିମ ଶିବିର
…………………………….

0 0
Read Time:1 Minute, 4 Second

ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଙ୍କ ଗୋଷ୍ଠୀ ସମ୍ବଳ କେନ୍ଦ୍ରରେ ଦ୍ଵିତୀୟ ପର୍ଯ୍ୟାୟ ସାଧନ ଶିବିର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଚାଶ ଜଣ ଅଂଶ ଗ୍ରହଣ କରିଥିଲେ। ସାଧନ କର୍ମୀ ଭାବେ ସୀତାକାନ୍ତ ପଣ୍ଡା,ରାମହରି ସାହୁ,ଲୀଙ୍କୁ ରାଜ ପ୍ରଧାନ ଓ ସୁରେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଭିନ୍ନକ୍ଷମ ମାନଙ୍କ ଅଧିକାର ଅଧିନିୟମ 2016 କୁ ପାଥେୟ କରି ଏକୋଇସ ପ୍ରକାର ଚିହ୍ନଟ,ସୈଖିକ୍ ଓ ଶ୍ରେଣୀ ଗୃହ ପରିଚାଳନରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ଶିବିରରେ ତାଲିମ ପ୍ରଦାନ କରାଯାଇଥିଲା। ଅନ୍ତର୍ଣିବେଶୀ ସ୍ଵଚାସେବି ଶିବଶଙ୍କର ସାହୁ,ସଞ୍ଜୟ ସେଠୀ ଓ ସିମନ୍ ରାଇତ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଶିକ୍ଷା