ଦିନ ତମାମ ଝିପିଝପି ବର୍ଷା:ବେହାଲ ହୋଇପଡ଼ିଛି ସହର

ଦିନ ତମାମ ଝିପିଝପି ବର୍ଷା:ବେହାଲ ହୋଇପଡ଼ିଛି ସହର

0 0
Read Time:1 Minute, 9 Second

କୋହୋଲା ପାଗକୁ ଝିପି ଝିପି ବର୍ଷା ଦିନ ତମାମ ଲାଗି ରହିବାରୁ ଖାଁ ଖାଁ ହୋଇପଡିଥିଲା ସହର  l  ବର୍ଷା  ଜଳ ରାସ୍ତା ଉପରେ ଚାଲୁଥିବା ଯୋଙ୍ଗୁ ଗମନା ଗମନ, ଯାନବାହାନ ଚଳା ଚଳ ରେ ବାଧା ପ୍ରାପ୍ତ ହୋଇ ଥିଲା  l ବ୍ୟବସାୟ ପ୍ରତିଷ୍ଠାନ  ବ୍ୟାଙ୍କ ସେବା, ମହଲ ସାଙ୍ଗକୁ ରୋଗୀ ରେ  ଘୋର ବ୍ୟାଘାତ ସୃଷ୍ଟି କରିଥିଲା  l ଅପରପକ୍ଷେ ନାଳ ନର୍ଦମା ବିଭିନ୍ନ ଅଳିଆ ଆବର୍ଜନା ହେତୁ ଦୂଷିତ ପାଣି ରାସ୍ତା ଉପରେ ଚାଲୁ ଥିବାରୁ କଳିଙ୍ଗା ରୋଡ, ପେଟ୍ରୋଲ ପମ୍ପ ରାସ୍ତା, ବିନାୟକ ବଜାର, ବସଟାଣ୍ଡ ଭଳି ଅନେକ ଜନ ଗହଳି ପୂର୍ଣ୍ଣ ସ୍ଥାନରେ ଏଭଳି ପରିସ୍ଥିତି ଉପୁଜିଉଥିବାରୁ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ହେବା ଆଶଙ୍କା କରାଯାଇଛି  l ଅନ୍ୟପଟେ ଅନେକ ଚାଷ ଜମିରେ ଜଳ ଭର୍ତି ହୋଇ ଥିବା ବେଳେ ଯଥା ସମୟରେ ଏହା ନିଷ୍କାସନ ନ ହେଲେ ଚାଷ ପାଇଁ ବ୍ୟାଘାତ ସୃଷ୍ଟି କରିବ  l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories