Read Time:33 Second
କୋରାପୁଟ ବନାଞ୍ଚଳ ଦ୍ୱାରା ଏକ ଆକାଶୀଆ କାଠ ଚୋର କୁ ଗିରଫ କରାଯାଇଛି ।ସୂଚନା ଅନୁସାରେ ପଣ୍ଡିଘାଟ ରୁ ୮କୁବିକ ମିଟର ଆକାଶୀଆ ଗଣ୍ଡି କୁ ଜୟପୁର ପ୍ରାସଦରାଓ ପେଟା ର ମନୋଜ ବିଷୋୟୀ ଚୋରା ଚାଲାଣ କରୁଥିବା ବେଳେ ବନ ବିଭାଗ ମାଡି ବସିଲା ।ଟ୍ରକ ସହ କାଠ ଜବତ କରି ,ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ସୂଚନା ମିଳିଛି।

