ସଂଘବଧ ଆକ୍ରମଣ:ଚାରି ଆହତ,ହିଂଜିଳି ଡାକ୍ତରଖାନାରେ ଭର୍ତ୍ତି

ସଂଘବଧ ଆକ୍ରମଣ:ଚାରି ଆହତ,ହିଂଜିଳି ଡାକ୍ତରଖାନାରେ ଭର୍ତ୍ତି

0 0
Read Time:1 Minute, 0 Second

ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ଥାନା ଅଧୀନ ପିତଳ ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ।ଦୁଇ ଗୋଷ୍ଠିର ଚାରି ଜଣ ଆହତ ହୋଇଥିବା ସୂଚନା ମିଳୁଛି।ଏହା ରାଜନୈତିକ ଶତ୍ରୁତା ଯୋଗୁଁ ଘଟିଥିବା କୁହାଯାଉଛି।ମଙ୍ଗଳବାର ରାତ୍ର ଏବଂ ଆଜି ବୁଧବାର ଦିନ ଲଗାତାର ଦୁଇ ଗୋଷ୍ଠି ମଧ୍ୟରେ ମାର ପିଟ ରେ ଚାରି ଆହତ।ଆହତ ମାନେ ଗୋଟିଏ ଗୋଷ୍ଠିର ଗଗନ ଜେନା ଓ ଅନ୍ୟ ଗୋଷ୍ଠିର ବାବୁ ପ୍ରଧାନ, କାଂହୁ ମହାପାତ୍ର, ସନତ ପାତ୍ର ।ମଙ୍ଗଳବାର ରାତିରେ କାଂହୁ ମହାପାତ୍ର ଓ ସନତ ପାତ୍ର ଆହତ ହୋଇଥିବା ବେଳେ ଆଜି ତାହା ଉଗ୍ରରୂପ ନେଇ ବାବୁ ପ୍ରଧାନ ଓ ଗଗନ ଜେନା ଆହତ ହୋଇଛନ୍ତି।ସେମାନଙ୍କ ମୁଣ୍ଡରେ ଗଭୀର ଚୋଟ ଲାଗିଛି।ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ଅପରାଧ