ମା ଓ ସାନ ଭାଇକୁ  ଆକ୍ରମଣ କରି ବଡ଼ ପୁଅ ଗିରଫ

ମା ଓ ସାନ ଭାଇକୁ  ଆକ୍ରମଣ କରି ବଡ଼ ପୁଅ ଗିରଫ

0 0
Read Time:56 Second

ଆସିକା ସୁନାମ୍ବ ସାହିର ୫୦ ବର୍ଷୀୟ କେଶରୀ ଦାସ ଙ୍କ ବଡ଼ପୁଅ ରବିଦାସ ପ୍ରବଳ ମଦ ପିଇ ମାକୁ ଟଙ୍କା ମାଗିଥିଲେ l ଏଥିରେ ସେ ଟଙ୍କା ଦେବାକୁ ବାରଣ କରିବାରୁ ଏକ ଶିଳପୁଆ ଆକ୍ରମଣକରିଥିଲେ l ଏହାକୁ ବାରଣ କରିବାକୁ ଯାଇ ସାନପୁଅ ଗୋପୀ ଦାସ ଓ ସାନବୋହୁ ମମିନି ଉଭୟଙ୍କୁ ଗାଳିଗୁଲଜ କରି ତାଙ୍କୁ ମଧ ଶିଳଗୁଡା ରେ ମରିଥିବାରୁ ରକ୍ତଜୁଡୁ ବୁଡୁ ଅବସ୍ଥାରେ ସାହି ଲୋକେ ଉଦ୍ଧାର କରି  ଆସିକା ଡାକ୍ତର ଖାନା ରେ ଚିକିଛା ପାଇଁ ଆସିକା ମେଡିକାଲ ରେ ଭର୍ତି କରାଯାଇଥିଲା। ଏ ନେଇ ଥାନା କେଶ ନମ୍ବର ୫୧୧/୨୨ପ୍ରକାରେପୋଲିସ ଏକମାମଲା ରୁଜୁ କରି ଅଭିଯୁକ୍ତ ରବି ଦାସ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ