ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

0 0
Read Time:39 Second

ନାବାଳିକା କୁ ଅପହରଣ କରିବା ପରେ ଦୁଷ୍କର୍ମ କରିବା ଅଭିଯୋଗ ରେ 21 ବର୍ଷୀୟ ଯୁବକ କୁ ଗିରଫ କରାଯାଇ ପୋସ୍କୋ କୋର୍ଟ କୁ ଚାଲାଣ କରାଯାଇଛି  l ଗାଙ୍ଗପୁର ଥାନା ଇଲାକାର ଲୁଣି ପଡା ଗ୍ରାମର 21 ବର୍ଷୀୟା  ଯୁବକ ଜଗନ୍ନାଥ ଗୌଡ଼ ନାମକ ନାମରେ ଏହି ସଂଗୀନ ଅଭିଯୋଗ ଆସିଥିଲା  l  ଆସିକା ପୋଲିସ 164 ଧାରା ରେ ନାବାଳିକା ର ବୟନ ରେକର୍ଡ କରାଯାଇଛି  l ଉଭୟ କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ଡାକ୍ତରୀ ମଇନା ପାଇଁ ପଠାଯାଇଛି  l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ