Read Time:30 Second
ଆସିକା ର ବଡ଼ନଦୀ ଓ ଋଷିକୂଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଟ୍ରାକ୍ଟର ସହ ଚାରିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏନେଇ ଆସିକା ଥାନାରେ ଚାରୋଟି ମାମଲା ରୁଜ୍ଜୁ କରାଯାଇ ମିଥୁନୁ ନାୟକ,ଦେବରାଜ ସିଅ, ସୁଶାନ୍ତ ଜେନା,ଚନ୍ଦନ ବିଷୋୟୀ ଙ୍କୁ କୋର୍ଟ ଚାଲାଣ କରାଯାଇଛି।

