ବେଆଇନ ମଦବିକ୍ରି ୧୧ ଗିରଫ

ବେଆଇନ ମଦବିକ୍ରି ୧୧ ଗିରଫ

0 0
Read Time:26 Second

ଆସିକା ଥାନା ଅନ୍ତର୍ଗତ ପକଲାପଲ୍ଲୀ ଏରୋଗଲା କ୍ୟାମ୍ପ, ବସଷ୍ଟାଣ୍ଡ ଏରୋଗଲା କ୍ୟାମ୍ପ ଓ ଝଗଡେ଼ଇ ଠାରେ ପୋଲିସ ମଦ ରେଡ଼ କରି ବ୍ୟାପକ ମଦ ଜବତ କରିଛି।ଗିରଫଙ୍କ ମଧ୍ୟରେ ୫ଜଣ ମହିଳା ଥିବା ଜଣାଯାଇଛି।ଏନେଇ ଥାନାରେ ୧୧ଗୋଟି ମାମଲା ରୁଜୁ ହୋଇଛି।ଗିରଫଙ୍କୁ ଆସିକା କୋର୍ଟ ଚାଲାଣ କରାଯାଇଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍