ବର୍ଷାଜଳ ନିଷ୍କାସନ ପଥ ଟିପିସର ନାଳ ସଫା ହେବ

ବର୍ଷାଜଳ ନିଷ୍କାସନ ପଥ ଟିପିସର ନାଳ ସଫା ହେବ

0 0
Read Time:54 Second

ଆସିକା ସହର ମଧ୍ୟରେ ପ୍ରବାହିତ ଟିପିସର ନାଳ ତଥା ବାଣୀବିହାର କଲଭର୍ଟ ନିକଟରେ ମୌସମୀ କାଳୀନ ଅବରୋଧ ଦୂରୀକରଣ ପାଇଁ କାର୍ଯ୍ୟ ଆରମ୍ଭ ସକାଶେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ଆସିକା  ବିଧାୟିକା  ମଞ୍ଜୁଳା ସ୍ୱାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଏଥିରେ ଜଳ ନିକାସ ବିଭାଗର ପଦାଧିକାରୀ ଓ କର୍ମଚାରୀ ସମେତ  ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ, ନାଚିକେତ ସ୍ୱାଇଁ,ଅଭିମନ୍ୟୁ ନାହାକ,ଦିଲ୍ଲୀପ ପାଣିଗ୍ରାହୀ, ସତ୍ୟନାରାୟଣ ସ୍ୱାଇଁ,ଉପାଧକ୍ଷା ଓ କାଉନସିଲର,  ଜିଲ୍ଲାପରିଷଦ ସଭ୍ୟ ମନୋଜ ଦୋରା ,ସରପଞ୍ଚ, ସମିତି ସଭ୍ୟ,ଦଳର ଛାମୁଆ ନେତା ଓ  କର୍ମୀମାନେ ଉପସ୍ଥିତ ଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍