ଚୋରା ମଦ ବିକ୍ରି :ଛଅ ଗିରଫ କୋର୍ଟ ଚାଲାଣ

0 0
Read Time:32 Second


ଚୋର ମଦ ବିକ୍ରି ହେଉଥିବା ଖବର ପାଇ ଆସିକା ପୋଲିସ ପକ୍ଷରୁ ତିନୋଟି ସ୍ଥାନରେ ଅତର୍କିତ ଚଢ଼ାଉ କରି ଛଅ ଜଣକୁ ଗିରଫ କରି ୧୪୦ ଲିଟର ଦେଶି ମଦ ଜବତ କରିଛି।ପକଲାପଲ୍ଲୀ,ସନ୍ତୋଶି ମା ମନ୍ଦିର ଓ ବସଷ୍ଟାଣ୍ଡ ନିକଟ ସମସ୍ତ ଏରୋଗଲା କ୍ୟାମ୍ପ ରେ ଏହି ଚଢ଼ାଉ କରାଯାଇଥିଲା।ଏନେଇ ଥାନାରେ ଛଅ ଗୋଟି ମାମଲା ରୁଜୁ କରାଯାଇ ଗିରଫଙ୍କୁ କୋର୍ଟ ଚାଲାଣ କରାଯାଇଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized