ପଶୁ ଡାକ୍ତରଙ୍କୁ ମାଡ଼ମାରି ପିଅନ ଗିରଫ

0 0
Read Time:32 Second


ଆସିକା ପଶୁ ଚିକିତ୍ସାଳୟ ରେ କାର୍ଯ୍ୟରତ ଡାକ୍ତର ଙ୍କୁ ପିଅନ ନିଶାସକ୍ତ ଅବସ୍ଥାରେ ଗାଳି ଗୁଲଜ କରି ଟଣା ଓଟରା କରି ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା।ଥାନା କେଶ ନଂ ୨୫୧/ ୨୨ ରେ ମାମଲା ରୁଜୁ କରି ପୋଲିସ ପିଅନ ରବୀନ୍ଦ୍ର ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized