ନ୍ୟୁଜିଲ୍ୟାଣ୍ଡରେ ପ୍ରଥମଥର ଟି-୨୦ ଖେଳିବେ କ୍ୟାପଟେନ୍ କୋହଲି

ନ୍ୟୁଜିଲ୍ୟାଣ୍ଡରେ ପ୍ରଥମଥର ଟି-୨୦ ଖେଳିବେ କ୍ୟାପଟେନ୍ କୋହଲି

0 0
Read Time:36 Second

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ଜିତିବା ପରେ ଭାରତର ମନୋବଳ ଊର୍ଦ୍ଧ୍ୱରେ ରହିଛି। ଏବେ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡରେ ପୂର୍ଣ୍ଣ ସିରିଜ୍ ଖେଳିବା ପାଇଁ ପହଞ୍ଚିସାରିଛି। ଭାରତ ସର୍ବପ୍ରଥମେ ଟି-୨୦ ସିରିଜ୍ ଖେଳି ଗସ୍ତ ଆରମ୍ଭ କରିବ ଏବଂ ଏଥିପାଇଁ ଟିମର ପ୍ରସ୍ତୁତି ଜୋରଦାର ରହିଛି। ଅନ୍ୟପକ୍ଷରେ ଆୟୋଜକ ଟିମ୍ ଅଷ୍ଟ୍ରେଲିଆଠାରୁ ମିଳିଥିବା ପରାଜୟକୁ ନେଇ ବ୍ୟଥିତ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
କ୍ରୀଡ଼ା ଦେଶ ବିଦେଶ ସ୍ପେଶାଲ୍ ରିପୋର୍ଟ