ତିନି ଦିନିଆ ରାଜ୍ୟ ବେଡ଼ମିଣ୍ଟନ ଚମ୍ପିୟାନସିପ ଶେଷ

ତିନି ଦିନିଆ ରାଜ୍ୟ ବେଡ଼ମିଣ୍ଟନ ଚମ୍ପିୟାନସିପ ଶେଷ

0 0
Read Time:1 Minute, 31 Second


ବ୍ରହ୍ମପୁର ୟୁ ସି ପି ଇଣ୍ଡୋର ଷ୍ଟେଡିୟମ ରେ ଅନୁଷ୍ଠିତ ତିନିଦିନିଆ ରାଜ୍ୟ ସିନିୟର ବେଡ଼ମିଣ୍ଟନ ଚମ୍ପିୟାନସିପ ଶେଷ ହୋଇଯାଇଛି।ସିଙ୍ଗିଲସ ର ପୁରୁଷ ବର୍ଗରେ ଆସିକାର ଅବିନାଶ ମୁନୀ ଚମ୍ପିୟାନ ରନର ଝାରସିଗୁଡ଼ାର ମୁକୁଲ ଗୌରାଙ୍ଗ, ପୁରୁଷ ଡବଲ ରେ ଅବିନାଶ ମୁନୀ ଓ ବି. ସରୋଜ ଦୋରା ଚମ୍ପିୟାନ ହୋଇଥିବା ବେଳେ ମହିଳା ବର୍ଗର ସିଙ୍ଗଲ ରେ ଏ. ବୈଶାଳୀ ବେହେରା ରନର ଏ. ସାଇଲକ୍ଷ୍ମୀ ରାଓ ସେହିଭଳି ଡବଲସ ରେ ଏ. ସାଇଲଷ୍ମୀ ରାଓ ଓ ଆରାଧନା ନାୟକ ରନର ଆୟେଶା ସିଂ ଓ ସାଇ ପ୍ରଭାତ ରଶ୍ମି ବିଜୟୀ ହୋଇଛନ୍ତି।ଗଞ୍ଜାମ ଏସୋସିଏସନ ପକ୍ଷରୁ ଆୟୋଜିତ ଏହି ଉଦଯାପିତ କାର୍ଯକ୍ରମରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡି,ଶକ୍ତିଧର ରାଜଗୁରୁ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।ପ୍ରତିଯୋଗିତାରେ 124 ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ।ଏସୋସିଏସନ ସଭାପତି ସତ୍ୟନାରାୟଣ ସାହୁ, ସମ୍ପାଦକ ମିତେନ୍ଦ୍ର ଭୂୟାଁ, ସହ ସମ୍ପାଦକ ଶୁଭ୍ରକାନ୍ତ ସାବତ, କେଶବ ବେହେରା, ସନ୍ତୋଷ ପଣ୍ଡିତ, ସନ୍ତୋଷ ସୁନାର ପ୍ରମୁଖ ପରିଚାଳନା କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
କ୍ରୀଡ଼ା