ଭାରସାମ୍ୟ ହରାଇ ବାଇକ ପଶିଲା ବିଲରେ ଜଣେ ମୃତ,ଜଣେ ଗୁରୁତର

ଭାରସାମ୍ୟ ହରାଇ ବାଇକ ପଶିଲା ବିଲରେ ଜଣେ ମୃତ,ଜଣେ ଗୁରୁତର

0 0
Read Time:36 Second

ଆସିକା ନିକଟସ୍ଥ ବରଗାଁ ନିକଟରେ ବାଇକରେ ବସି ଯାଉଥିବା ଗାଡିଟି ଭାରସାମ୍ୟ ହରାଇ  ବିଲ ଭିତରକୁ ପଳାଇ ଯାଇଥିବାରୁ ଜଣେ ମୃତ,ଜଣେ ଗୁରୁତର ହୋଇଛନ୍ତି।ଦେବଭୂମୀର ଲଣ୍ଡା ସାହୁ ୨୭ଙ୍କ ମୃତ  ହୋଇଛି।ବସଷ୍ଟାଣ୍ଡ ସନ୍ତୋସୀ ମା ମନ୍ଦିର ନିକଟରେ ରହୁଥିବା ଚିତ୍ର ଦାସ ଗୁରୁତର ଆହତ ହୋଇ ଆସିକା ୟାପରେ ବ୍ରହ୍ମପୁର ବଡ ମେଡିକଲକୁ ସ୍ଥାନତାର ହୋଇଛି।ପ୍ରବଳ ମଦ୍ୟପାନ କରି ବାଇକ ଚଳାଉଥିବା ନେଇ ଆଲୋଚନା ହେଉଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍