ମଣ୍ଡି ଦୁର୍ନୀତିରୁ ଚାଷୀକୁ ବଞ୍ଚଅ ଦାବିରେ ବିଜେପିର ଧାରଣା

ମଣ୍ଡି ଦୁର୍ନୀତିରୁ ଚାଷୀକୁ ବଞ୍ଚଅ ଦାବିରେ ବିଜେପିର ଧାରଣା

0 0
Read Time:1 Minute, 33 Second

ଧାନ ପ୍ରତି କୁଇଣ୍ଟାଲ ପିଛା 4ରୁ 5କେଜି ମଣ୍ଡିରେ କଟିନି ବିରୁଦ୍ଧରେ ବିଜେପ ପକ୍ଷରୁ ଆସିକା ବ୍ଲକ ଆଗରେ ଧାରଣା ଦିଆ ଯାଇଥିଲା।
ପୂର୍ବତନ ସାଙ୍ଗଠନିକ ଜିଲ୍ଲା ସଭାପତି ଉମା ପ୍ରଧାନ ଙ୍କ ନେତୃତ୍ୱରେ ଧାରଣା କରି ଆସିକା ବ୍ଲକ ସମ୍ମୁଖରେ ଧାରଣା ରେ ବସିଛନ୍ତି ବିଜେପିର କର୍ମୀ ମାନେ l
ସେମାନ ଙ୍କ ଦାବୀ ହେଲା ଆସିକା ବ୍ଲକ ରେ 21ଟି ମଣ୍ଡି ରେ ଅନାବଶ୍ୟକ ଭାବେ ଚାଷୀଙ୍କ ଠାରୁ 4 ରୁ 5 କେଜି ଧାନ କଟନୀଛଟିନି କରାଯାଉଛି l 2022-23 ବର୍ଷ ରେ ଆସିକା ବ୍ଲକରୁ ମୋଟ 2.5 ଲକ୍ଷ କ୍ୱିଣ୍ଟାଲ ଧାନ ସ ସଂଗ୍ରହ ଲକ୍ଷ ରହିଛି।୨.୫ ଲକ୍ଷ କୁଇଣ୍ଟାଲ କୁ ଅତିରିକ୍ତ ୭କିଲୋ ହିସାବରେ ୧୭ଲକ୍ଷ ୫୦ହଜାର କିଲୋକୁ ୨୦ଟଙ୍କା ହିସାବରେ ୩କୋଟି ୫୦ଲକ୍ଷ ଟଙ୍କା ହରଣଚାଳ କରାଯାଇଥିବା ଅଭିଯୋଗ କରାଯାଇଛି। ଚାଷୀ ଙ୍କ ଠାରୁ ଚୋରୀ କରି ବ୍ଲକ ପ୍ରଶାସନ, ମିଲର ଓ ସମବାୟ ସେକ୍ରେଟାରୀ ମିଳିତ ଭାବେ ଚୋରୀ କରିବାରେ ମୁଖ୍ୟ ବୋଲି ବିଜେପି ଦାବୀ କରିଛି l
ଅନ୍ୟ ପକ୍ଷରେ ଚାଷୀ ଙ୍କ ଠାରୁ ଠକି ନେଇଥିବା ଟଙ୍କା ଚାଷୀଙ୍କୁ ଯଦିଓ ଫେରା ନଯାଏ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ କୁ କାଠଗଡା ରେ ଠିଆ କରିବାକୁ ବିଜେପି ଚେତାବନୀ ଦେଇଛି ବିଜେପି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories