ପୁଲିସ ଗାଡି ଚୋର ଚମ୍ପଟ ମାରିଥିବା ଆସାମୀ ଗିରଫ

ପୁଲିସ ଗାଡି ଚୋର ଚମ୍ପଟ ମାରିଥିବା ଆସାମୀ ଗିରଫ

0 0
Read Time:1 Minute, 31 Second

ପୁଲିସ ଗାଡ଼ିକୁ ଚୋରି କରି ଚମ୍ପଟ ମାରିଥିଲା। ଆନ୍ଦ୍ରପ୍ରଦେଶ ପାରବର୍ତୀପୁରୁରେ ଆସାମୀକୁ ଧରିଲା ସେଶଖାଲ ପୁଲିସ।ରାୟଗଡା ପୋଲିସ ଆଖିରେ ଧୂଳି ଦେଇ ପୋଲିସ ଷ୍ଟେସନର ପେଟ୍ରଲଂ ଗାଡ଼ି ନେଇ ଦୁର୍ବୁତ ଫେରାର,ପୋଲିସ୍ ଟ୍ରାକିଂ କରି ଆନ୍ଧ୍ରପ୍ରଦେଶ ର ପାର୍ବତିପୁରମ୍ ରେ ଧରାପଡିଲେ ଗାଡ଼ି,ଦୁର୍ବୁତ ହେଲେ ରୁଦ୍ର ସିବା ତାଙ୍କ ଘର ରାଜମହେନ୍ଦ୍ରି ବୋଲି ଜଣାପଡିଛି, ରାୟଗଡା ପୋଲିସର ଏକ ଦଳ ପାର୍ବତିପୁରମ ପୋଲିସ୍ ଷ୍ଟେସନ ରେ ପହଁଚିଲେ। ଘଟଣାଟି ହେଇଛି ଆଜି ସକାଳୁ ୧୦ ଟା ବେଳେ ରୁଦ୍ର ଶିବା ନାମକ ବ୍ୟେକ୍ତି ଜଣଙ୍କ ମଝିଘରିଆଣୀ ମନ୍ଦ୍ରିରକୁ ଯାଇ ମାଆଙ୍କ ଦର୍ଶନ କରିବା ବେଳ ୧୦ ହଜାର ଟଙ୍କା ସହିତ ମୋବାଇ ଚୋରି ହୋଇଯାଇଥିଲା, ଏଣୁ ସେ ରାୟଗଡ଼ା ଥାନାରେ ଏତଲା ଦେବାକୁ ଯାଇଥିଲେ କିନ୍ତୁ ଥାନା ର ଜଣେ ଲେଡି ଅଧିକାରି ଖରାପ ବ୍ୟେବାହାର ସହିତ ମାରପିଟ କରିଥିଲେ, ଏଣୁ ପେଟ୍ରୋଲିଙ୍ଗ ରେ ଜାଇ ଫେରିଥିବା ବୋଲେରୋ ଥାନାରେ ଥୋଇ ଥିଲେ ପୋଲିସ, କୌଶଳ କ୍ରମେ ଅଭିଯୋଗ କାରୀ ରୁଦ୍ର ଶିବା ବୁଲରୋକୁ ଧରି ଚମ୍ପଟ ମାରିଥିଲା ଏବଂ ସେ ସମ୍ବଲପୁର ଠାରୁ ରାଜମେନ୍ଦ୍ର ଯାଉଥିଲା।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ