ଆସିକା ଏନ.ଏ.ସି ପରିସର ରେ ପବିତ୍ର ବିଶ୍ୱକର୍ମା ପୂଜା ପାଳିତ ହୋଇଅଛି

ଆସିକା ଏନ.ଏ.ସି ପରିସର ରେ ପବିତ୍ର ବିଶ୍ୱକର୍ମା ପୂଜା ପାଳିତ ହୋଇଅଛି

0 0
Read Time:48 Second

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ରେ ପବିତ୍ର ବିଶ୍ୱକର୍ମା ପୂଜା ପାଳିତ ହୋଇଅଛି ,ଆସିକା ଏନ.ଏ.ସି ଅଧକ୍ଷା ଶ୍ରୀମତୀ ବିନେତା ସ୍ୱାଇଁ  ସୁନ୍ଦର ସହର ଆସିକା ଗଢିବା ପାଇଁ ପ୍ରଭୁ ବିଶ୍ୱକର୍ମା ଙ୍କ ନିକଟରେ ପ୍ରାଥନା କରିଥିଲେ,ଉକ୍ତ ପୂଜା ରେ ଉପଧକ୍ଷା ଶ୍ରୀମତୀ ଜୟନ୍ତୀ ବିଷୋୟୀ,ସମସ୍ତ କାଉନସିଲର ,ଆସିକା ନଗର ବିଜେଡି ସଭାପତି ଶ୍ରୀ ସତ୍ୟନାରାୟଣ ସ୍ୱାଇଁ ,ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲୋକନାଥ ବେଜ଼, ଏନ.ଏ.ସି ପୌର ଯନ୍ତ୍ରୀ ,ସମସ୍ତ କଂଟ୍ରାକଟର ଓ ଏନ.ଏ.ସି ର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ..

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍