Read Time:1 Minute, 13 Second
ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନଗରପାଳିକା ଶ୍ରୀମତୀ ବିନେତା ସ୍ୱାଇଁ ଙ୍କ ଅଧକ୍ଷତା ରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ,ମାନନୀୟା ବିଧୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ,ଆସିକା
ଏନ.ଏ.ସି ନଗରପାଳିକା ଶ୍ରୀମତୀ ବିନେତା ସ୍ୱାଇଁ,ଉପ ନଗର ପାଳିକା ଶ୍ରୀମତୀ ଜୟନ୍ତୀ ବିଶୋଇ ,ସମସ୍ତ କାଉନସିଲର ,ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ଶ୍ରୀ ନଚିକେତା ସ୍ୱାଇଁ ,ଆସିକା ନଗର ବିଜେଡି ସଭାପତି ଶ୍ରୀ ସତ୍ୟନାରାୟଣ ସ୍ୱାଇଁ,ପୂର୍ବତନ ବ୍ଲକ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ପରିଡା ,ଆସିକା ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲୋକନାଥ ବେଜ଼ ,ଆସିକା ଗୋଷ୍ଟି ଉନୟନ ଅଧିକାରୀ ଶ୍ରୀ ଫକିର ଚରଣ ପରିଡା,ତହସିଲଦାର ଶ୍ରୀ ସଞ୍ଜୟ ସାମନ୍ତରାୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ..

