ସୂର୍ଯ୍ୟପାତ୍ରଙ୍କ ଆଶୁ ଅରୋଗ୍ୟ କାମନା କଲେ ଶତାଧିକ ସମର୍ଥକ

ସୂର୍ଯ୍ୟପାତ୍ରଙ୍କ ଆଶୁ ଅରୋଗ୍ୟ କାମନା କଲେ ଶତାଧିକ ସମର୍ଥକ

0 0
Read Time:1 Minute, 12 Second

ଦିଗପହଣ୍ଡି ହନୁମାନ ଗୁମ୍ଫା ରେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ଡାକ୍ତର ସୂର୍ଯ୍ୟ ନାରାୟଣ ପାତ୍ର ଆଶୁ ଆରୋଗ୍ୟ କାମନା କଲେ ଶତାଧିକ ସମର୍ଥକ। ୨୧ ଥର ହନୁମାନ ଚାଳିଶା ପାଠ କରି ଦୀପ ପ୍ରଜ୍ୱଳନ କରି କାମନା କଲେ ଶତାଧିକ ବିଜେଡି କର୍ମୀ।ଫାସିଗୁଡା ପଞ୍ଚାୟତ ବିଜେଡି ଯୁବ ସଭାପତି ଅରକ୍ଷିତ ରାଉତ ଙ୍କ ତତ୍ତ୍ୱବାଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁକାନ୍ତି ପ୍ରଧାନ, ବିଜେଡି ୨୫ ନମ୍ବର ଯୋନ ର ଜିଲ୍ଲାପରିଷଦ ସଭ୍ୟ ରାଧାକାନ୍ତ ମହାକୁଡ଼,ବିଜେଡି ଜିଲ୍ଲା ଯୁବ ଉପ ସଭାପତି ଏମ ନିରଞ୍ଜନ ରେଡ୍ଡୀ,ଉପ ସଭାପତି କ୍ରୀଷ୍ଣ ରାଓ ସୁବୁଦ୍ଧି,ବିପ୍ର ଚରଣ ପ୍ରଧାନ, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ,ଉମା ଚରଣ ଚୌଧୁରି, ନିରଞ୍ଜନ ପାଣିଗ୍ରାହୀ, ଚିନ୍ତାମାଣୀ ବିଶ୍ୱାଳ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍