ଓଡିଶା ଡ୍ରାଇଭର ମହାସଂଘ ବୈଠକ

ଓଡିଶା ଡ୍ରାଇଭର ମହାସଂଘ ବୈଠକ

0 0
Read Time:1 Minute, 14 Second

ସାନଖେମୁଣ୍ଡି ଠାରେ ସଂଘର ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଜିଲ୍ଲା ସଭାପତି ସୁମନ ଆଲତିଆଙ୍କ ନିର୍ଦ୍ଦେଶ ଅନୁସାରେ , ପାଟପୁର ବ୍ଲକ୍ ଅନ୍ତର୍ଗତ ରାଧାଦେଇ ପୂର୍ ଗ୍ରାମ , କାଳୀ ମନ୍ଦିର ପୀଠ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥୁଲା , ଜିଲ୍ଲା କମିଟି ପକ୍ଷରୁ ସମ୍ପାଦକ ବବଲୁ ବିଶ୍ବାଳ , ସହ ସମ୍ପାଦକ ସୁରେଶ ସିଂହ ଓ ଉପଦେଷ୍ଟା ସୁରେନ୍ଦ୍ର କୁମାର ବଣଙ୍କ ନେତୃତ୍ୱ ରେ ବ୍ଲକ୍ ସଭାପତି ମଧୁସୂଦନ ନାୟକ , ଉପ ସଭାପତି ବିଜୟ କୁମାର ମାଦଳା , ସମ୍ପାଦକ ମିହିର ସୁଆଁସିଆ ସହ ସମ୍ପାଦକ ପରମାନନ୍ଦ ପାଣିଗ୍ରାହି ଓ କୋଷାଧ୍ୟକ୍ଷ ସୁଶାନ୍ତ ବେହେରାଙ୍କୁ ଆସ୍କା ବ୍ଲକ୍ କମିଟି ପିଣ୍ଡୁ ସେଠୀ , ପବିତ୍ର ଗୌଡ , ଶେରଗଡ଼ ବ୍ଲକ୍ କମିଟି ପ୍ରଫୁଲ୍ଲ କୁମାର ଗୌଡ଼ , କୃଷ୍ନ ଚନ୍ଦ୍ର ପାଢି ଏବଂ ପାଟପୁର ଶାଖାର ସମସ୍ତ ସଦସ୍ୟବୃନ୍ଦଙ୍କ ସମ୍ପ୍ରତି ରେ ବ୍ଲକ୍ କମିଟି ଦାୟିତ୍ବ ପ୍ରଦାନ କରାଗଲା ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍