ପେଟ୍ରୋଲ ପମ୍ପର ମାଳି ମାଡମାରି ଜଣେ ଗିରଫ

ପେଟ୍ରୋଲ ପମ୍ପର ମାଳି ମାଡମାରି ଜଣେ ଗିରଫ

0 0
Read Time:56 Second

ଆସିକା ଥାନା ଅନ୍ତର୍ଗତ ଚୌଧୁରୀ ପେଟ୍ରୋଲ ପମ୍ପର ମାଳି ନରସିଂହ ସାହୁଙ୍କୁ ଦେବଭୂମୀ ଗ୍ରାମର ଗଙ୍ଗା ପାତ୍ର ଇଞ୍ଜିନ ଅଇଲ ମବିଥିଲେ।ସେତେବେଳେ ମେନେଜର ନଥିଲେ ଏବଂ ତାଙ୍କୁ ବିକ୍ରି କରିବାର ଆସେନି ବୋଲି କହିବାରୁ ଗଙ୍ଗା ଉତକ୍ଷିପ୍ତ ହୋଇ ନରସିଂହର ମୁଣ୍ଡକୁ ପମ୍ପର ଅଫିସ ବାଡ଼କୁ ବାଡେଇ ଦେଲେ ଏବଂ ଭଙ୍ଗା କଚରେ ପିଠି ଓ ମୁଣ୍ଡକୁ ଭୁସି ଦେଇଥିଲେ।ନରସିଂହ ପାଟି କରିବାରୁ ପମ୍ପ ର କର୍ମଚାରୀ ମାନେ ଆସି ଯିବାରୁ ସେ ଦୌଡ଼ି ପଳେଇ ପୋଲିସ କୁ ଜଣାଇଲେ ପ୍ରାଣରେ ମାରି ଦେବା ଧମକ ଦେଇଥିଲା ବୋଲି ଥାନାରେ ଅଭିଯୋଗ  କରିଥିଲେ।ପୋଲିସ ଥାନା କେଶ ନଂ ୪୩୯/୨୨ପ୍ରକାରେ ରୁଜୁ କରି ଗଙ୍ଗାଙ୍କୁ କୋର୍ଟ ଚାଲାଣ କରିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ