ଆସିକା ଗ୍ରସ୍ତ ରେ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ ସମୀକ୍ଷା

ଆସିକା ଗ୍ରସ୍ତ ରେ ଜିଲ୍ଲା ଉନ୍ନୟନ ଅଧିକାରୀଙ୍କ ସମୀକ୍ଷା

0 0
Read Time:57 Second

ଆସିକା ବିଜ୍ଞାପିତ ଅଂଚଳ ପରିଷଦ ର ବିଭିନ୍ନ ଊର୍ଣ୍ୟୟନ ମୂଳକ  କାର୍ଯ୍ୟ ର ତଦାରଖ କରିବା ସହ ଆସିକା ଟିପିସର ନାଳ, ବୃକ୍ଷ ରୋପଣ, ଆହାର କେନ୍ଦ୍ର, ମିନିଷ୍ଟାଡିୟମ, ସ୍ମାଟ ପାର୍କ ଓ ପ୍ରସ୍ତାବିତ ରୋଷେଇ କେନ୍ଦ୍ର କୁ ପରିଦର୍ଶନ ରେ ଯାଇ ଅଧିକାରୀ ସଚ୍ଚିଦାନନ୍ଦ ନାୟକ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ସହ ଆଲୋଚନା କରିବା ପରେ ଏନଏସି କର୍ମଚାରୀଙ୍କ ସହ ବିସ୍ତୁତ ଆଲୋଚନା କରିଥିଲେ  l ତାଙ୍କରି ଗ୍ରସ୍ତ ବେଳେ ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, କାର୍ଯ୍ୟ ନିର୍ଭାହି ଅଧିକାରୀ ଲୋକୋ ନାଥ ବେଜ, ବିଭିନ୍ନ ପଦାଧିକାରୀ ଙ୍କ ସହ ନାରୟଣ ସ୍ୱାଇଁ ପରିଦର୍ଶନ କରିବା ସହ ସମୀକ୍ଷା କରି ଫେରିଛନ୍ତି  l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍