ଧରାକୋଟ ବଡ଼ଦାଣ୍ଡରେ ଗଡିଲା କୁନି ରଥ

ଧରାକୋଟ ବଡ଼ଦାଣ୍ଡରେ ଗଡିଲା କୁନି ରଥ

0 0
Read Time:43 Second

ଧରାକୋଟ ଗଡର ପରମ୍ପରା ଅନୁଯାୟୀ ଗୁଣ୍ଡିଚା ପରଦିନ ରଥଟଣା ହେଉଥିବାବେଳେ ଆଜି ବଡ଼ଦାଣ୍ଡରେ କୁନିକୁନି ପିଲାମାନେ ଏକ କୁନି ରଥ ଟାଣି ଟାଣି ଆଡ଼ପ ମନ୍ଦିରକୁ ନେଉଥିବା ଦୃଶ୍ୟ ବେଶ ଆକର୍ଷଣୀୟ ଥିଲା । ଏପରିକି ରାସ୍ତାରେ ରଥ ଅଟକାଯାଇ ପୁରୁଷ ଓ ମହିଳା ଭକ୍ତ ମାନେ ଭୋଗ ସମର୍ପଣ କରୁଥିବା ଦେଖିବାକୁ ମିଳିଥିଲା। ଠିକ ସେହିପରି ରଥ ଆଗରେ ମୁକ୍ତପୁଞ୍ଜି ଗ୍ରାମର କୁନି କୁନି ପିଲାମାନେ ବିଭିନ୍ନ ବେଶରେ ହରିନାମ ସଙ୍କୀର୍ତ୍ତନ କରି ଯାଉଥିବା ଦୃଶ୍ୟ ଆକର୍ଷଣୀୟ ଥିଲା ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍ ମନୋରଞ୍ଜନ