Read Time:24 Second
ପାରାଦୀପ/ଢ଼େଙ୍କାନାଳ : ଘରେ ବିଜୁଳି ନଥିଲା, ହେଲେ କଠିନ ପରିଶ୍ରମ କରି ସଫଳତାର ଶିଖରରେ ପହଞ୍ଚିଛନ୍ତି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ବାଲିଆ ବଡ଼ବନ୍ଧ ଗାଁର ଜନ୍ ମେଜର୍ ଦଳାଇ । ସେ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ୧୩୯ ତମ ରାଙ୍କ ହାସଲ କରିଛନ୍ତି।

