Read Time:50 Second
ଆସିକା ବ୍ଲକ ଭେଟନଇ ଗ୍ରାମ ପଂଚାୟତ ରେ ନିଖିଳ ଉତ୍କଳ ଖଣ୍ଡାୟତ ସମାଜ ଗୃହ ଓ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଏବଂ ଭେଟନଇ ଗ୍ରାମ ପଂଚାୟତ ସୁବିଧା ଗୃହ ତିନିଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ଆସିକା ବିଧୟିକା ମଞ୍ଜୁଳା ସ୍ୱାଇଁ। ପ୍ରକଳ୍ପ ଉଦଘାଟନ କାର୍ଯ୍ୟକ୍ରମ ରେ ସରପଞ୍ଚ ନମିତା ଜେନା, ଆସିକା ବ୍ଲକ ଅଧକ୍ଷା ରେଶମା ଦୋରା, ଆସିକା ନିର୍ବାଚନ ମଣ୍ଡଳୀର ସମସ୍ତ ବରିଷ୍ଠ ବିଜେଡି ନେତୃବୃନ୍ଦ , ଜିଲ୍ଲା ପରିଷଦ ସଭ୍ୟ/ ସଭ୍ୟା ,ସରପଞ୍ଚ ଗଣ, ସମିତି ସଭ୍ୟ/ ସଭ୍ୟା ଗଣ, ଆସିକା ବିଜୁ ଜନତା ଦଳ,ଯୁବ,ଛାତ୍ର,ମହିଳା, କୃଷକ, ଜନତା ଦଳ ର ସଦସ୍ୟ ଉପସ୍ଥିତ ରହିଥିଲେ।




