ଆସିକା ମହିଳା ମହାବିଦ୍ୟାଳୟ ଛାତ୍ରୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଟପ୍ପରଙ୍କୁ ଏନ ଏ ସି ପକ୍ଷରୁସମ୍ବର୍ଦ୍ଧିତ

ଆସିକା ମହିଳା ମହାବିଦ୍ୟାଳୟ ଛାତ୍ରୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଟପ୍ପରଙ୍କୁ ଏନ ଏ ସି ପକ୍ଷରୁସମ୍ବର୍ଦ୍ଧିତ

0 0
Read Time:1 Minute, 2 Second

ଆସିକା ମହିଳା ମହାବିଦ୍ୟାଳୟ ଛାତ୍ରୀ ଏବଂ ୧୪ ନମ୍ୱର୍ ୱାର୍ଡ ର ଝିଅ ସାହିନ ନଜର ଅର୍ଥନୀତି ବିଷୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଟପ୍ପର ହୋଇଥିବାରୁ ଆସିକା ବିଜ୍ଞାପିତ ଅଞ୍ଚଳ ତରଫରୁ ଆସିକା ଏନ ଏ ସି ଅଧ୍ୟକ୍ଷା ଶ୍ରୀମତି ବିନେତା ସ୍ୱାଇଁ ,କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ , ଆସିକା ସାଂସଦ ପ୍ରତିନିଧି ଶ୍ରୀଯୁକ୍ତ ସତ୍ୟନାରାୟଣ ସ୍ୱାଇଁ ଏବଂ ସମସ୍ତ କାଉନସିଲର ପୁଷ୍ପଗୁଛ ଆଉ ଉପଢୋକନ ଦେଇ ସମ୍ମାନୀତ କରିଛନ୍ତି।ତାଙ୍କରି ଆଗାମୀ ଉଚ୍ଚ ପାଠ୍ୟକ୍ରମ ପାଇଁ ସାହାର୍ଯ୍ୟ ସହଯୋଗ ର ହାତ ବଢ଼େଇବାକୁ ଅଧକ୍ଷା ଶ୍ରୀମତୀ ସ୍ବାଇଁ ପ୍ରତିଶ୍ରୁତି ଦେଇଥିବାରୁ ତାଙ୍କରି ଉଦାରତା ନେଇ ଚର୍ଚ୍ଚା ଧରିଛି।ଆଉ ଛାତ୍ରୀ ଙ୍କ ବାପା ରିଆଜ୍ ଅହମଦ ମଧ୍ୟ ଅନ୍ତରରୁ କୃତଜ୍ଞତା ଜଣାଇଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍