Read Time:29 Second
ଆସିକା ସନ୍ତୋସୀ ମା ମନ୍ଦିର ନିକଟ ରାସ୍ତା କଡରେ ଠିଆ ହୋଇ ଥିବା କାରକୁ ଅନ୍ୟ କାର ଧକା ଦେଇଛି।ଜଣେ ଗୁରୁତର ହୋଇ ଆସିକା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।କାର ନଂ ODO7 J5557 କୁ OD02BH 3027 କାର ଟି ଦୃତଗତିରେ ଆସି ଧକ୍କା ଦେଇଥିଲା।ଉଭୟ କାର ଭାଙ୍ଗି ରୁଜି ଯାଇଛି।ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

