ନୂତନ ଗଂଜାମ ଜିଲ୍ଲାପାଳଙ୍କୁ ଏବିଭିପି ପକ୍ଷରୁ ସମ୍ବର୍ଦ୍ଧନା

ନୂତନ ଗଂଜାମ ଜିଲ୍ଲାପାଳଙ୍କୁ ଏବିଭିପି ପକ୍ଷରୁ ସମ୍ବର୍ଦ୍ଧନା

0 0
Read Time:1 Minute, 8 Second

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଂଜାମ ଓ ଘୁମୁସର ଜିଲ୍ଲା ପକ୍ଷରୁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ଯୋତି ପରିଡା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି ।ଏହା ସହ ଶିକ୍ଷାନୁଷ୍ଠାନ ଗୁଡିକର ଉନ୍ନତି କରଣ ଓ ଶିକ୍ଷଣୀୟ ବାତାବରଣ ସୃଷ୍ଟି ଦିଗରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଭାଗ ସଂଗଠନ ସମ୍ପାଦକ ମିଲନ୍ ମହାପାତ୍ର, ବିଭାଗ ସଂଯୋଜକ ସ୍ବାଗତ କୁମାର ତ୍ରିପାଠୀ, ରାଜ୍ୟ ସୋସିଆଲ୍ ମିଡ଼ିଆ ସହ ସଂଯୋଜକ ପ୍ରତ୍ଯୁଷ ରଂଜନ ଦାସ, ବିଭାଗ ଏସ୍ଏଫଡି ପ୍ରମୁଖ ହିମାଂଶୁ ଶେଖର ତ୍ରିପାଠୀ,ବିଭାଗ ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ କିରଣ ସେଠୀ, ଘୁମୁସର ଜିଲ୍ଲା ସଂଯୋଜକ ଅନିଲ୍ କୁମାର ସ୍ବାଇଁ,ଆସିକା ନଗର ସଂପାଦକ ରାହୁଲ ବେହେରା, ଦେବାଶିଷ ଦାସ ଉପସ୍ଥିତ ଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍