ଦମକଳବାହିନୀ ଡ୍ରାଇଭର କର୍ମଚାରୀଙ୍କ ଆତ୍ମ ହତ୍ୟା

ଦମକଳବାହିନୀ ଡ୍ରାଇଭର କର୍ମଚାରୀଙ୍କ ଆତ୍ମ ହତ୍ୟା

0 0
Read Time:1 Minute, 35 Second

ଆସିକାରେ କାର୍ଯ୍ୟରତ ଅଗ୍ନିଶମ ସେବା ସଂସ୍ଥା ଡ୍ରାଇଭର ହାବିଲଦାର ଦୟାନିଧି ମହାନ୍ତ (୪୨) ଆତ୍ମ ହତ୍ୟା କରିଛନ୍ତି  l ଗାଙ୍ଗପୁର ଥାନା ଅନ୍ତର୍ଗତ ବୁଢାକେନ୍ଦୁ ଜଙ୍ଗଲ ର ଏକ ଗଛରେ ବେକରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା ଜଣାପଡିଛି  l ପୋଲିସ ଶବକୁ ଜବତ କରିଥିବା ବେଳେ ହାତ ଲେଖା ସ୍ୱିସାଇଟ ନୋଟ ପାଇଛି ଏବଂ ତାହା ପୁଣି ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଏ ଚିଠି।ତାଙ୍କ ମୃତ୍ୟୁ ସମ୍ପର୍କରେ ଏହି ଚିଠି ଲେଖିଛନ୍ତି ।ତାକୁ ନେଇ ପୋଲିସ ତଦନ୍ତ କରିଥିବା ବେଳେ ବ୍ୟବଛେଦ ପାଇଁ ଭଞ୍ଜନଗର ଡାକ୍ତର ଖାନା କୁ ପଠାଯାଇଛି  l ଆସିକା ଅଗ୍ନିଶମ ବିଭାଗ ଅଧିକାରୀ  ଘଟଣା ସ୍ଥଳରେ ପଂହଁଚିଛନ୍ତି ଓ ଘର ଲୋକଙ୍କୁ ଖବର ଦେଇଛନ୍ତି  l ସୂଈସାଈଟ ନୋଟ ପ୍ରକାରେ ଛୁଟି ନ ମିଳିବା ଓ ଗାଁ ଙ୍କୁ ନ ଯାଇ ପାରୁନଥିବା  ବିଷୟ ଲେଖିଥବା ବେଳେ ପରିବାର ଲୋକୋଙ୍କ ଠାରୁ ପାଞ୍ଚ ସହ କିଲୋମିଟର ଦୂର ରେ ରହୁଥିଲେ  l ଘରର ସମସ୍ୟା ଥିବା ବେଳେ ଗାଁ କୁ ଯିବାକୁ  ଛୁଟି ନ ମିଳବା କାରଣ ଯୋଗୁ ମାନସିକ ଭାରସ୍ୟାମ ହରାଇ ଆତ୍ମ ହତ୍ୟା କରି ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି  lତାଙ୍କ ଘର କେଉଁଝର ଜିଲ୍ଲାର ବୋଲି ଜଣା ପଡ଼ିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ ନ୍ୟୁଜ୍