ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

0 0
Read Time:1 Minute, 0 Second

ଆସିକାର ଅରାଧ୍ୟ ଦେବୀ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ବୈଶାଖୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ ହୋଇଛି।ଦ୍ୱିପ୍ରହର ର ଶୁଭ ମୁହୂର୍ତ୍ତରେ ମାଙ୍କ ପୂଜା ଅର୍ଚ୍ଚନା କରାଯାଇ ଧ୍ବଜା ପୂଜା ସାରି ଏହାକୁ ପରିକ୍ରମା ପରେ ମନ୍ଦିର ହାତରେ  ବୃକ୍ଷ ପୂଜା କରା ଯିବାପରେ  ଶୁଭଖୁଣ୍ଟି ରେ ଧ୍ବଜା ସ୍ଥାପନ ହୋଇଥିଲା। ଯାତ୍ରା ଆରମ୍ଭର ଅନୁକୂଳ କାର୍ଯ୍ୟ ସମ୍ପାଦନରେ ମନ୍ଦିର ମୂଖ୍ୟ ପୂଜକ ମନୋଜ ମୁନୀ, ପରିଚାଳନ କମିଟି ସତ୍ୟନାରାୟଣ ସ୍ୱାଇଁ ସଭ୍ୟ ସଚ୍ଚିଦାନନ୍ଦ ଖଟେଇ,ନରସିଂହ ମୁନୀ ଏବଂ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ନୀମେଇ ପାଣିଗ୍ରାହୀ ଓ ସଦସ୍ୟ ସମେତ ଅର୍ଚକ ବୃନ୍ଦ, ଗ୍ରାମବାସୀ, ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ରହିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Feature Top Stories ପର୍ଯ୍ୟଟନ ସ୍ପେଶାଲ୍ ରିପୋର୍ଟ