Read Time:42 Second
ଆସିକା ବିଜ୍ଞାପିତ ଅଂଚଳ ପାରିଷଦର ବିଭିନ୍ନ ୱାର୍ଡରେ ରାସ୍ତାଘାଟ ଓ କଂକ୍ରିଟ ରୋଡ଼ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ଆସିକା ଏନ.ଏ.ସି ନଗରପାଳିକା ଶ୍ରୀମତି ବିନେତା ସ୍ୱାଇଁ,ଆସିକା ନଗର ବିଜେଡି ସଭାପତି ଶ୍ରୀ ସତ୍ୟନାରାୟଣ ସ୍ୱାଇଁ,ସମସ୍ତ କାଉନସିଲର ଆସିକା ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ,ଦଳୀୟ କର୍ମକର୍ତ୍ତା ମନେ ଉପସ୍ଥିତ ଥିଲେ।

