ଧରାକୋଟ ରେ ମତେଶ୍ୱରୀଙ୍କ ସ୍ମୃତି ଦିବସ ମହାସମାରହରେ ପାଳିତ

ଧରାକୋଟ ରେ ମତେଶ୍ୱରୀଙ୍କ ସ୍ମୃତି ଦିବସ ମହାସମାରହରେ ପାଳିତ

0 0
Read Time:36 Second

ଧରାକୋଟ ବଡ଼ଦାଣ୍ଡ ସାହି ସ୍ଥିତ ଗୀତା ପାଠାସାଳରେ ମତେଶ୍ୱରୀଙ୍କ ସ୍ମୃତି ଦିବସ ମହାସମାରହରେ ପାଳିତ ହୋଇଯାଇଅଛି।ଏଥିରେ ବରିଷ୍ଠ ଭ୍ରାତା ବ୍ରହ୍ମା କୁମାରୀ ଭଗବାନ ଭାଇ ମତେଶ୍ୱରୀଙ୍କ ବିଶେଷତା ସ୍ମୃତି ଚାରଣ କରିଥିଲେ। ବ୍ରହ୍ମା କୁମାରୀ ଇପ୍ସିତା ଭଉଣୀଙ୍କ ଅଷ୍ଟମ ଜନ୍ମ ବାର୍ଷିକ ଉତ୍ସବ ପାଳନ ଅବସରରେ କେକ କଟା ଯାଇଥିଲା। ଭାଗ୍ୟ ଲତା ଭଉଣିସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍