ଦିବଙ୍ଗତ ଶିକ୍ଷୟତ୍ରୀ ଙ୍କ ପାରିବାରକୁ ସହାୟତା

ଦିବଙ୍ଗତ ଶିକ୍ଷୟତ୍ରୀ ଙ୍କ ପାରିବାରକୁ ସହାୟତା

0 0
Read Time:3 Minute, 0 Second

  • ଧରାକୋଟ ବ୍ଲକର ଜାନବିଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଥିବାବେଳେ ଆସମୟରେ ପରଲୋକ ଘଟିଥିବା ଶିକ୍ଷୟତ୍ରୀ ସ୍ବର୍ଗତ ନନ୍ଦିନୀ ତ୍ରିପାଠୀଙ୍କ ଧରାକୋଟ ସ୍ଥିତ ପୈତୃକ ବାସ ଭାବନରେ ତାଙ୍କର ଦୁଇ ସନ୍ତାନ ତେଜସ୍ୱୀ ଓ ରୋଷନି ଙ୍କୁ ତାଙ୍କ ଆଈ ମାଆ ଓ ପରିବାର ଲୋକଙ୍କ ଉପସ୍ଥିତ ରେ ଧରାକୋଟ ବ୍ଲକ ଲେଭେଲ ଭି (ଏକ୍ସ କ୍ୟାଡ଼ର ) ଶିକ୍ଷକ ସଂଘ ତରଫରୁ ସଭାପତି ଅରୁଣ କୁମାର ପଟ୍ଟନାୟକ, ସମ୍ପାଦକ ସନ୍ତୋଷ କୁମାର ସ୍ୱାଇଁ, ଉପସଭାପତି ରାଜୀବ ଲୋଚନ ପ୍ରଧାନ, ସନ୍ତୋଷ କୁମାର ପାଣିଗ୍ରାହୀ, ଅମୀୟ କୁମାର ହୋତା ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତିରେ ସଂଘ ପକ୍ଷରୁ (ପଚିଶି ହଜାର ଟଙ୍କା ) ସହାୟତା ରାଶି ଶୋକ ସନ୍ତପ ପରିବାର କୁ ପ୍ରଦାନ କରିବା ସହ ଗଭୀର ଶୋକ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିଥିଲେ । ଏହାସହ ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ ଓ ଅନ୍ୟାନ୍ୟ ଅର୍ଥ ଯେପରି ପାରିବାର ବର୍ଗ ଙ୍କୁ ମିଳିବ ସେଥିପାଇଁ ସଂଘ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized