ଆଲିପୁର ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଆଲିପୁର ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

0 0
Read Time:1 Minute, 18 Second

ଆସିକା ବ୍ଲକ ଆଲିପୁର ପଞ୍ଚାୟତରେ
ମାଗଣା ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ
ହୋଇଯାଇଛି ।ଶଙ୍କର ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଶିବିରରେ ୧୧୦ ଜଣଙ୍କ ଚକ୍ଷୁ ପରୀକ୍ଷଣ କରାଯାଇଥିଲା।ତହିଁରୁ ୨୨ ଜଣ ରୋଗୀଙ୍କୁ ଚଷମା ପ୍ରଦାନ
କରାଯାଇ ଚିହ୍ନଟ ୪୧ ଜଣଙ୍କୁ ମାଗଣା ମୋତିଆବିନ୍ଦୁ ପାଇଁ ପଠାଯାଇଛି। କ୍ୟାମ୍ପକୁ
ନଳିନୀକାନ୍ତରାଉତ,ସୁନୀଲ ମହାନ୍ତି, ଅମିୟ କୁମାର ପ୍ରଧାନ, ଜ୍ୟାଡ.ଅହମ୍ମଦ, ଗାୟତ୍ରୀ,ଖୋଜିନୀ ଗୌଡ଼, ଦିପିକୀ ରାଉତ, ଅନୱର ଅଲ୍ଲୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ,ଆଲିପୁର ସରପଞ୍ଚ ଜ୍ୟୋର୍ତିମୟୀ ନାହକ,ପୂର୍ବତନ ସରପଞ୍ଚ ମନୋଜ କୁମାର ନାହକ,ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ବିଜୁ ଯୁବ ଜନତା ଦଳ ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ବାଇଁ, ଶିବ ନାହକ, ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ନାହକ, ବ୍ଲକ ସଭାପତି ରାଜେଶ ପଟ୍ଟନାୟକଙ୍କସମେତ ବହୁ କର୍ମୀ ଯୋଗ ଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍