Read Time:31 Second
ଧରାକୋଟ: ଦୀର୍ଘ ୧୫ ଦିନପରେ ଅନବସର ପିଣ୍ଡରୁ ଉଠିବା ପରେ ଆଜି ପ୍ରଭୂ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଙ୍କର ନେତ୍ରୋତ୍ସବ ପାଳନ ହୋଇଯାଇଛି। ପ୍ରଭାତରୁ ରୀତିନୀତି ଅନୁଯାୟୀ ଚିତ୍ରକର ସୁରେନ୍ଦ୍ର ମହାପାତ୍ର ତିନି ଠାକୁରଙ୍କ ନେତ୍ର ଉତ୍ସବ କାର୍ଯ୍ୟ ସମାପନ ପରେ ଭକ୍ତମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ପ୍ରଭୁ ଦର୍ଶନ ଲାଭ କରିଥିଲେ।

