ବିଶ୍ୱ ଯୋଗ ଦିବସ:କର ଯୋଗ ,ରୁହ ନିରୋଗ

ବିଶ୍ୱ ଯୋଗ ଦିବସ:କର ଯୋଗ ,ରୁହ ନିରୋଗ

0 0
Read Time:39 Second

ଆସିକା ପତଞ୍ଜଳି ଯୋଗ ସମିତି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳନ କରାଯାଇଥିଲା।ଏହି ଅବସରରେ ଅଂଚଳର ଦିବ୍ୟାଙ୍ଗ ଓ ଶତାୟୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରି ସେମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ କରାଯାଇଥିଲା।ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ କରାଯାଇ ମନ୍ତ୍ରପାଠ ପରେ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା।ମଞ୍ଚାସୀନ ଅତିଥିମାନେ ଭାଷଣ ପ୍ରସଙ୍ଗରେ “କର ଯୋଗ ,ରୁହ ନିରୋଗ “କୁ ଅଧିକ ଗୁରୁତ୍ଵ ଦେବାକୁ ଅନୁରୋଧ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ଶିକ୍ଷା