ଆଇ ପି ଏଲ ଖେଳ:୪ଗିରଫ,ସାତ ଲକ୍ଷ୬୦ହଜାର ଜବତ

0 0
Read Time:56 Second

S

ଆସିକା ପୋଲିସ କୁ ମିଳିଛି ଏକ ବଡ ସଫଳତା।ସୁବର୍ଣ୍ଣନେଶ୍ୱର ମନ୍ଦିର ନିକଟରେ ଆଇ ପି ଏଲ ଫଇନେଲ ମ୍ୟାଚ ପାଇଁ ବେଟ ମରା ମାରି ଚାଲିଥିବା ଖବର ପାଇ ଆସିକା ପୋଲିସ ଅତର୍କିତ ଚଢ଼ାଉ କରିଥିଲେ।ସେଠାରୁ ସାତ ଲକ୍ଷ ଷାଠିଏ ହଜାର ଟଙ୍କା,ଚାରି ମୋବାଇଲ ଜବତ କରିଥିବା ବେଳେ ଚାରି ଜଣଙ୍କୁ ଗିରଫ କରିଛି ଏବଂ ଛଅ ଜଣ ଫେରାର ହୋଇଯାଇଥିବା ଜଣା ପଡ଼ିଛି।ଏନେଇ ଆସିକା ଥାନା କେଶ ନଂ ୨୬୬/୨୨ପ୍ରକାରେ ମାମଲା ରୁଜୁ କରି ଗିରଫ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆସିକା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ନବନିଯୁକ୍ତି ପାଇଥିବା ଶିକ୍ଷା ନିବେଶ ଆଇ ପି ଏସ ଅଧିକାରୀ ନଚିକେତ ସିଲେକ ସୂଚନା ଦେଇଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Uncategorized