ମହାନଗର ମହୋତ୍ସବ – ଦର୍ଶକଙ୍କ ମନ ମୋହିଲା ରୋଜ ଟ୍ରି ର ପାରମ୍ପରିକ ନୃତ୍ୟ
ମନୋରଞ୍ଜନ

ମହାନଗର ମହୋତ୍ସବ – ଦର୍ଶକଙ୍କ ମନ ମୋହିଲା ରୋଜ ଟ୍ରି ର ପାରମ୍ପରିକ ନୃତ୍ୟ

ମହୋତ୍ସବ ର ଷଷ୍ଠ ସନ୍ଧ୍ୟା ରେ  ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ  ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିବା ସହ  ଲୁଚି ଯାଉଥିବା କଳାକୁ ଖୋଜି ବାହାର କରିବା ସହ ସେମାନଙ୍କ କଳା କୁ ଦେଶ ବିଦେଶ ରେ ପହଞ୍ଚେଇବା ଏହି ମହୋତ୍ସବ ର ମୂଳ ଲକ୍ଷ ବୋଲି  ବିଧାୟକ ନିଜର ମତ ରଖିଥିଲେ । ଏହା ସହ ଦୀର୍ଘ ୧୦ ଦିନ ଧରି ଏହି ମହୋତ୍ସବ ଆୟୋଜିତ କରୁଥିବାରୁ ଆୟୋଜକ କମିଟି କୁ ଧନ୍ୟବାଦ ଜଣାଇଥିଲେ।ମହୋତ୍ସବ କମିଟି ସମ୍ପାଦକ ଗୋପାଳ ପଟ୍ଟନାୟକଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାକାର୍ଯ୍ୟ ରେ ମହାନଗର ମହୋତ୍ସବ ର ସଭାପତି ନାରାୟଣ ମହାଙ୍କୁଡ ସଂଯୋଜନା କରିଥିଲେ।

ଚୋରି ଅଭିଯୋଗରେ 3ଜଣ ଗିରଫ;ଚୋରି ସାମଗ୍ରୀ ଜବତ
ଅପରାଧ

ଚୋରି ଅଭିଯୋଗରେ 3ଜଣ ଗିରଫ;ଚୋରି ସାମଗ୍ରୀ ଜବତ

ମୋହନା :ଚୋରିଅଭିଯୋଗରେ 3ଜଣଗିରଫ,   ଚୋରିସାମଗ୍ରୀଜବତ.ଗଜପତିଜିଲ୍ଲାଅନ୍ତର୍ଗତମୋହନାଥାନାଅନ୍ତର୍ଗତଚାନ୍ଦିପୁଟୁଗ୍ରାମବଜାରମଧ୍ୟରେଥିବାଗୋଟିଏମୋବାଇଲଦୋକାନରୁଶୁକ୍ରବାରରାତିରେ 3ଜଣଯୁବକତାଲାଭାଙ୍ଗିବହୁସଂଖ୍ୟକମୋବାଇଲସହମୋଆଇଲସାମଗ୍ରୀଚୋରିକରିବାଅଭିଯୋଗରେମୋହନାପୋଲିସଗିରଫକରିଛି।ଏହି 3ଜଣସେହିଦିନସ୍କୁଲରେମଧ୍ୟଚୋରିକରିକମ୍ପୁଟରମଧ୍ୟନେଇଥିବାଅଭିଯୋଗହୋଇଛି, 2ଜଣଚାନ୍ଦିପୁଟୁଗ୍ରାମରଅନୀଲମହାଙ୍କଡ଼, ସୁଦର୍ଶନମହାପାତ୍ରହୋଇଥିବାବେଳେଅନ୍ୟଜଣେଗଞ୍ଜାମଜିଲ୍ଲାସୋନପୁରଗ୍ରାମରରାଜାବେହେରାବୋଲିଏକସାମ୍ବାଦିକସମ୍ମିଳନୀରେଏସ, ଡି, ପି,…